ଓଡିଶା

odisha

ETV Bharat / videos

ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ, ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - ସଂପୂର୍ଣ୍ଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

By

Published : Jan 8, 2020, 11:29 PM IST

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଝଟକା । ଶ୍ରୀମନ୍ଦିର ସଂସ୍କାର ମାମଲାର ସର୍ବୋଚ୍ଚ ଅଦାଲତ ଆଜି (ବୁଧବାର) ମଧ୍ୟବର୍ତ୍ତୀକାଳୀନ ଶୁଣାଣି କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ଦାଖଲ କରିଥିବା ରିପୋର୍ଟରେ ସନ୍ତୁଷ୍ଟ ହୋଇନାହାଁନ୍ତି ସୁପ୍ରିମକୋର୍ଟ।

ABOUT THE AUTHOR

...view details