ଚକ୍ରରାଜ ସୁଦର୍ଶନଙ୍କ ଆଡପ ମଣ୍ଡପ ବିଜେ - ସୁଦର୍ଶନଙ୍କ ଆଡପ ମଣ୍ଡପ ବିଜେ
ପୁରୀ: ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରୁଛନ୍ତି ଚକ୍ରରାଜ ସୁଦର୍ଶନ । ଘଣ୍ଟଘଣ୍ଟା ସହ ହୁଳହୁଳି ବଜାଇ କାନ୍ଧରେ ସୁଦର୍ଶନ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ନେଇଯାଉଛନ୍ତି ସେବାୟତମାନେ । ନବଦିନାତ୍ମକ ଯାତ୍ରାରେ ମାଉସୀ ମା'ଙ୍କ ଘରକୁ ଆସିଛନ୍ତି ଶ୍ରୀଜୀଉ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ