ଓଡିଶା

odisha

By

Published : Feb 22, 2021, 8:53 PM IST

ETV Bharat / videos

ବଜେଟ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିବୃତ୍ତି

ବିଧାନସଭାରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଆରମ୍ଭ । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୋଭିଡ ସଙ୍କଟରୁ ମୁକୁଳିବା ପାଇଁ ଏ ବର୍ଷ ସରକାର 1 ଲକ୍ଷ 70 ହଜାର କୋଟିର ବ୍ୟୟ ବରାଦ କରିଛନ୍ତି । ତେବେ ବଜେଟ ଆଗତ ପରେ ଗଣମାଧ୍ୟମକୁ ସବିଶେଷ ବିବୃତ୍ତି ପ୍ରଦାନ କରିଛନ୍ତି ନିରଞ୍ଜନ ।

ABOUT THE AUTHOR

...view details