କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ରାମଦାସ ଅଠାୱାଲେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ଭୁବନେଶ୍ବର: ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ । ଭୁବନେଶ୍ବର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । ବିଭିନ୍ନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ ଆମ ପ୍ରତିନିଧି । ଦେଖନ୍ତୁ ସ୍ବତନ୍ତ୍ର ଆଲୋଚନା... ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Feb 9, 2020, 12:46 PM IST
TAGGED:
ଭୁବନେଶ୍ବରରେ ରାମଦାସ ଅଠାୱାଲେ