ଓଡିଶା

odisha

ETV Bharat / videos

ସମ୍ବଲପୁରରେ ଜାରି ରହିଛି ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ

By

Published : May 29, 2020, 1:38 PM IST

ସମ୍ବଲପୁର: ଶୀତଳଷଷ୍ଠୀ ପରଦିନ ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ରହିଥାଏ ପରମ୍ପରା । ତେବେ ଗୁରୁବାର ସକାଳ 7ଟାରୁ ଦେବ ବମ୍ପତିଙ୍କ ଆରମ୍ଭ ହୋଇଛି ଯୁଗଳ ମୂର୍ତ୍ତି ଦର୍ଶନ । ଏଥର ଲକଡାଉନ ଯୋଗୁଁ ଯୁଗଳ ଦର୍ଶନ ଶୋଭାଯାତ୍ରା ହୋଇ ପାରିନଥିବା ବେଳେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଦେବ ଦମ୍ପତି । ତେବେ ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଦର୍ଶନ କରିବାକୁ କୁହାଯାଇଛି । ଅପରାହ୍ନ 4ଟା ପର୍ଯ୍ୟନ୍ତ ଯୁଗଳ ଦର୍ଶନ ଜାରି ରହିବ। ଏହା ପରେ ମହା ଆଳତି ହୋଇ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details