ରେଭେନ୍ସାରେ ପ୍ରସ୍ତୁତ ହେଉଛି ସାନିଟାଇଜର
କଟକ: କୋରୋନାକୁ କିଛିମାତ୍ରାରେ ପ୍ରତିହତ କରିବାକୁ ସାନିଟାଇଜର ଆବଶ୍ୟକତା ରହିଛି । ତେବେ ବଜାରରେ ସାନିଟାଇଜରର ଅଭାବ ରହିଥିବାବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ ରାସାୟନିକ ବିଭାଗରେ ଏହାକୁ ପ୍ରସ୍ତୁତ କରାଯାଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।