ଓଡିଶା

odisha

ETV Bharat / videos

ଋଷଭ ନନ୍ଦ ଓ ମେନକା କିନ୍ନର ବିଜେପିରେ ସାମିଲ - bjp

🎬 Watch Now: Feature Video

By

Published : Mar 22, 2019, 4:22 PM IST

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ବିଜେପିରେ ସାମିଲ୍ ହୋଇଛନ୍ତି। ସେହିପରି ମେନକା କିନ୍ନର ମଧ୍ୟ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

For All Latest Updates

ABOUT THE AUTHOR

...view details