ଓଡିଶା

odisha

ETV Bharat / videos

ନୀଳାଚଳେ ଜଗନ୍ନାଥ: ପହଣ୍ଡି ବିଜେ ତଥ୍ୟ ଓ ତତ୍ତ୍ବ

By

Published : Jun 23, 2020, 5:59 PM IST

ସିଂହାସନରୁ ରଥକୁ ଓ ରଥରୁ ସିଂହାସନକୁ ତିନିମୂର୍ତ୍ତୀ ପହଣ୍ଡି ବିଜେ ହୋଇଆସନ୍ତି । ଗୋଟି ପହଣ୍ଡି ଓ ଧାଡି ପହଣ୍ଡି ଭେଦରେ ପହଣ୍ଡି ଦୁଇପ୍ରକାର । ମହାପ୍ରଭୁମାନଙ୍କୁ ଗୋଟି ଗୋଟି କରି ପହଣ୍ଡି ବିଜେ କରିବାକୁ ଗୋଟି ପହଣ୍ଡି ଓ ଏକାବେଳକେ ମହାପ୍ରଭୁଙ୍କ ବିଜେ କରିବାକୁ ଧାଡି ପହଣ୍ଡି ବିଜେ କୁହାଯାଏ ।

ABOUT THE AUTHOR

...view details