ଓଡିଶା

odisha

ETV Bharat / videos

ଭକ୍ତଙ୍କ ବିନା ଖାଁ ଖାଁ ବଡଦାଣ୍ଡ

By

Published : Jun 23, 2020, 5:11 PM IST

ପୁରୀ: ଭକ୍ତ ଶୂନ୍ୟ ବଡଦାଣ୍ଡ । ଭକ୍ତଙ୍କ ପାଇଁ ନୀଳଚକ୍ରେ ନେତ, ଭକତଙ୍କ ପାଇଁ ରଥଯାତ୍ରା । ଭକ୍ତ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଛି କୋରୋନା । ରଥ ଉପରେ ବାମନ ମୂର୍ତ୍ତୀ ଦର୍ଶନ ପାଇଁ ବର୍ଷେ ହେଲା ଚାହିଁ ରହିଥିବା ଭକ୍ତ ନିରାଶ । ବାଧକ ସାଜିଛି ବ୍ୟାଧି । କାଳିଆ ଦର୍ଶନ ପାଇଁ କୋରୋନା କାଳ ସାଜିଛି । କଟକଣା ଭିତରେ ଚାଲିଛି ରଥଯାତ୍ରା । ହେଲେ ଭକ୍ତ ବିନା ଖାଁ ଖାଁ ବଡଦାଣ୍ଡ । ରଥଯାତ୍ରାରେ ଜନସମୁଦ୍ର ପାଲଟୁଥିବା ବଡଦାଣ୍ଡ ଜନଶୂନ୍ୟ ।

ABOUT THE AUTHOR

...view details