ଭାରତ ବନ୍ଦକୁ ପଞ୍ଜାବୀ କମ୍ୟୁନିଟିର ସମର୍ଥନ - ଓଡିଶାରେ ଭାରତ ବନ୍ଦର ସ୍ଥିତି
🎬 Watch Now: Feature Video
ଭୁବନେଶ୍ବରରେ ଭାରତ ବନ୍ଦକୁ ପଞ୍ଜାବୀ କମ୍ୟୁନିଟି ସମର୍ଥନ କରି ଏକ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରା ରାମ ମନ୍ଦିରଠାରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଚାଲିଥିଲା । ଦିଲ୍ଲୀ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା କୃଷି ବିଲ୍କୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି ।