ଜିମ୍ ଖୋଲିବା ଦାବିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ - berhampur news
ବ୍ରହ୍ମପୁର: ଆର୍ଥୀକ ସଙ୍କଟ ଭିତରେ ସମସ୍ତ ବ୍ୟାୟାମ କେନ୍ଦ୍ର। ରାଜ୍ୟ ସରକାର ସମସ୍ତ ଜିମ୍ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଜିମ୍ ମାଲିକ ସଙ୍ଘ। ଜିମ୍ ମାଲିକମାନେ ଦାବି କରିବା ସହ ସହରର ଗାନ୍ଧୀନଗର ଛକ ଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଏନେଇ ଜିମ୍ ମାଲିକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ...