ଓଡିଶା

odisha

ETV Bharat / videos

ବ୍ୟାନ ପରେ ବି ବେଧଡ଼କ ବ୍ୟବହାର - ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ

By

Published : Oct 3, 2019, 7:04 PM IST

ଗାନ୍ଧୀ ଜୟନ୍ତୀରୁ ଅର୍ଥାତ୍ ଆଜିଠାରୁ ସାରା ଦେଶରେ ବ୍ୟାନ ହୋଇଛି ପ୍ଲାଷ୍ଟକ । ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ସମାନ ନିୟମ ଲାଗୁ ହୋଇଛି । କିନ୍ତୁ ନିୟମ ଜାରିହେବା ସ୍ବତେ ମଧ୍ୟ ରାଜଧାନୀରେ ବେଧଡ଼କ ବ୍ୟବହାର ହେଉଛି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲଥିନ୍ ।

ABOUT THE AUTHOR

...view details