‘ପରିଚୟ’ କିନ୍ନରଙ୍କୁ ମିଳିଲା ସ୍ବାବଲମ୍ବୀ ପରିଚୟପତ୍ର - ଟ୍ୟାକ୍ସ ଆଦାୟ କରିବେ କିନ୍ନର
🎬 Watch Now: Feature Video
ଭୁବନେଶ୍ବର: ଏଣିକି ରାଜଧାନୀରେ ଟିକସ ଆଦାୟ କରିବେ କିନ୍ନର । ପରିଚୟ ଏସଏଚଜି ଗ୍ରୁପର କିନ୍ନର ଏବେ ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଆଦାୟ କରିବେ । ଆଜି(ବୁଧବାର) ପରିଚୟ କିନ୍ନର ଗ୍ରୁପଙ୍କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଟିକସ ଆଦାୟ ପ୍ରକ୍ରିୟା ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।