ଓଡିଶା

odisha

ETV Bharat / videos

ବିଜୟଙ୍କ ବିୟୋଗରେ ଶୋକାକୁଳ ସିନେ ଜଗତ - Bijay Mohanthy news

By

Published : Jul 21, 2020, 3:31 AM IST

ଭୁବନେଶ୍ବର: ଆର ପାରିରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ସ୍ଥାନୀୟ କେୟାର ହସ୍ପିଟାଲରେ ସୋମବାର ରାତି 9ଟାରେ ତାଙ୍କର ପରଲୋକ ଘଟିଛି । ତେବେ ହସ୍ପିଟାଲ ପରିସରକୁ ବିଜୟଙ୍କୁ ଦେଖିବା ପାଇଁ ଆସିଛନ୍ତି ବହୁ ସିନେ ଅଭିନେତା ତଥା ପ୍ରଶଂସକ । ହସ୍ପିଟାଲ ପରିସରରେ ଶୋକାକୁଲ ପରିବେଶ । କାନ୍ଦୁଛନ୍ତି ଅନେକ ଅଭିନେତା । ବରିଷ୍ଠ ଅଭିନେତା ଅଜିତ୍‌ ଦାସ କହିଛନ୍ତି ବିଜୟ ମୋ ବନ୍ଧୁ ଥିଲେ ଆଉ ମତେ ଛାଡି ଚାଲିଗଲେ । ଦେଖନ୍ତୁ ଭିଡିଓ... ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details