‘ସମାଜସେବା ହାତଛଡା କରେନି, କାହା ପରିଚୟରେ ବଞ୍ଚିବାକୁ ଚାହେଁନି’
ବର୍ତ୍ତମାନ ଅଭିନେତାଠୁ ସମାଜସେବୀ ଭାବେ ସେ ଚର୍ଚ୍ଚିତ । କୋରୋନା କାଳରେ ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ହେଉ, ଅବା ଫସିଥିବା ବିଦ୍ୟାର୍ଥୀଙ୍କୁ ସହାୟତାର ହାତ ବଢାଇବା, ଅବା କାହାର ପୁଅ ହୋଇ ଅସହାୟ ବେଳେ ଠିଆ ହେବା, କେଉଁ ଭଉଣୀ ପାଇଁ ଭାଇ ସାଜି ବିବାହ କରାଇବା ...ଏ ସମସ୍ତ କାର୍ଯ୍ୟକୁ ବେଶ ସଫଳତାର ସହିତ ସମ୍ପାଦନ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଇଟିଭି ଭାରତରେ ଓଡ଼ିଶାର ସୋନୁ ସୁଦ୍ ଭାବେ ପରିଚିତ ସଭିଙ୍କ ପ୍ରିୟ ସବ୍ୟ ଅନେକ ପ୍ରସଙ୍ଗରେ ମନ ଖୋଲି ହୋଇଛନ୍ତି କଥା । ଅନେକ ପ୍ରସଙ୍ଗରୁ ନିଜକୁ ଦୂରାଇବା ସହ ଅନେକ ଘଟଣାରେ ନିଜର ମନର କଥା ପ୍ରକାଶ କରିଛନ୍ତି ସେ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର....
Last Updated : Jul 31, 2020, 3:04 PM IST