ଓଡିଶା

odisha

ETV Bharat / videos

ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ

By

Published : Jun 17, 2020, 12:03 PM IST

ପୁରୀ: ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠ ବେଶ ପ୍ରସିଦ୍ଧ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଅଣସର ସମୟରେ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ବିଶ୍ୱାସ ରହିଛି ଅଣବସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ସମାନ ଫଳ ମିଳିଥାଏ। ତେବେ ପ୍ରଭୁ ଅଲାରନାଥ କିଭଳି ଆବିଭାର୍ବ ହେଲେ ତାହା ଅନେକ ଭକ୍ତଙ୍କୁ ଏବେ ମଧ୍ୟ ଅଜଣା । ତେବେ ଏ ନେଇ ରହିଛି ଏକ ସୁନ୍ଦର ଇତିହାସ ତଥା ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟରେ ରେ ନିବିଡ ସମ୍ପର୍କ କଥା।

ABOUT THE AUTHOR

...view details