ଓଡିଶା

odisha

ETV Bharat / videos

ନୀଳାଚଳେ ଜଗନ୍ନାଥ: ଡାହୁକ ଡାକିଲେ ବଡଦାଣ୍ଡେ ମାଡିଚାଲେ ରଥ

By

Published : Jun 22, 2020, 2:38 PM IST

ରଥର ଚଳନ୍ତି ସାରଥି ହେଉଛନ୍ତି ରଥ ବାହୁକ ବା ଡାହୁକ । ରଥ ଚାଲିବା ପୂର୍ବରୁ ରଥ ଉପରେ ବେତ ହଲାଇ ଚିତାକର୍ଷକ ଗୀତ ଗାଇଥାନ୍ତି । ସେହି ଗୀତଶୁଣି ଅଗଣିତ ଜନସମୁଦ୍ରମନରେ ଅପୂର୍ବ ଶିହରଣ ଖେଳିଯାଏ । ଗୀତ ବୋଲା ସରିଲେ ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଘର୍ଘର ନାଦ କରି ରଥ ଗଡେ, ଉତ୍କଳୀୟ ମଉଡମଣିଙ୍କ ରଥ ତ୍ରୟକୁ ଆନନ୍ଦମନରେ ରଥ ଟାଣି ନିଅନ୍ତି ଅଗଣିତ ଭକ୍ତଗଣ ।

ABOUT THE AUTHOR

...view details