ଓଡିଶା

odisha

By

Published : Apr 29, 2020, 5:19 PM IST

ETV Bharat / videos

ଭୁବନେଶ୍ବରକୁ ଫେରିଲା କୋରୋନା

ଭୁବନେଶ୍ବର: ପାଖାପାଖି 15 ଦିନ ପରେ ରାଜଧାନୀକୁ କୋରୋନା ଫେରିଛି । ଭୁବନେଶ୍ବର ମଧୂସୁଦନ ନଗରରେ ଜଣେ 77 ବର୍ଷୀୟ ପୁରୁଷଙ୍କ ନମୂନା ପଜେଟିଭ୍‌ ଆସିଛି । ସେ 41 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ସେପଟେ ବିଏମ୍‌ସି ପକ୍ଷରୁ କଟକଣା କୋହଳ କରାଯାଇଥିବାବେଳେ ଏବେ ସ୍ଥିତିକୁ ଲକ୍ଷ୍ୟ କରି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ସଞ୍ଜୀବ ରାୟ ।

ABOUT THE AUTHOR

...view details