ଓଡିଶା

odisha

ETV Bharat / videos

ମହାବିଷୁବ ସଂକ୍ରାନ୍ତି, ଜାଣନ୍ତୁ ଶ୍ରୀମନ୍ଦିରରେ କଣ ରହିଛି ନୀତିକାନ୍ତି - mahabisuba sankranti

By

Published : Apr 13, 2020, 10:32 AM IST

ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। ଆଜି ମଧ୍ୟ ମହାବୀର ଜୟନ୍ତୀ ତଥା ପ୍ରଭୁ ହନୁମାନଙ୍କ ଜୟନ୍ତୀ। ଯେଉଁଥିଲାଗି ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ତେବେ ମହାବୀର ଜୟନ୍ତୀ ବିଶେଷତ୍ବ କଣ ଓ ଆଜି ପ୍ରଭୁ ହନୁମାନଙ୍କୁ କିଭଳି ପୂଜାର୍ଚ୍ଚନା କଲେ ସକଳ ମନୋକାମନା ପୂର୍ଣ ହୋଇଥାଏ ସେ ନେଇ ଶୁଣନ୍ତୁ କଣ କହୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details