ଓଡିଶା

odisha

ETV Bharat / videos

ରୁଚିକା ପାହାଡରେ ଅଷ୍ଟଭୂଜା ଚାମୁଣ୍ଡା ମା' ଚର୍ଚ୍ଚିକା - ଶକ୍ତିପୀଠ

By

Published : Oct 12, 2019, 12:04 AM IST

କଟକ: ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ କଟକ ବାଙ୍କୀ ଚର୍ଚ୍ଚିକାଙ୍କ ପୀଠ ଏକ ପ୍ରାଚୀନ ଶକ୍ତି ପୀଠ । ସେଠାରେ ମା' ଚର୍ଚ୍ଚିକା ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜିତା । ଏହି ତାନ୍ତ୍ରିକ ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି ।

ABOUT THE AUTHOR

...view details