ଓଡିଶା

odisha

ETV Bharat / videos

କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-6 - Dr. Lalit Mohan Nayak

By

Published : May 3, 2020, 6:14 PM IST

Updated : May 3, 2020, 8:54 PM IST

ଜୟପୁର: ସାରାବିଶ୍ବ ଏବେ କୋରୋନା କବଳିତ । ଏପରି ସ୍ଥିତିରେ କେହି ସୁସ୍ଥ ଥିବା କହିହେବ ନାହିଁ । ତେବେ କଣ କଲେ କୋରୋନା ଆମ ନିକଟକୁ ଆସିବ ନାହିଁ । ସେନେଇ ପବ୍ଲିକ୍‌ ହେଲଥ୍ ଏକ୍ସପର୍ଟ ଆଣ୍ଡ୍‌ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ କିଛି ଟିପ୍ସ ଦେଇଛନ୍ତି । ତେବେ ସୁସ୍ଥ ବ୍ୟକ୍ତିଙ୍କ ପାଖକୁ ପୁଣି ଫେରିପାରେ କି କୋରୋନାକୁ ନେଇ ହୋଇଥିବା ପ୍ରଶ୍ନରେ କଣ କହିଛନ୍ତି ସେ ଦେଖନ୍ତୁ ।
Last Updated : May 3, 2020, 8:54 PM IST

ABOUT THE AUTHOR

...view details