6 ଘଣ୍ଟା ଅଧିକ ଶକ୍ତିଶାଳୀ ରହିବ ବାତ୍ୟା ୟସ
ଭୁବନେଶ୍ବର: ଭୟଙ୍କର ରୂପ ନେଉଛି ବାତ୍ୟା ୟସ । 26 ମେ’ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା । 12 ଘଣ୍ଟା ରହିବ ବାତ୍ୟାର ପ୍ରଭାବ । 6 ଘଣ୍ଟା ଅଧିକ ଶକ୍ତିଶାଳୀ ହେବ । 4 ମିଟର ପର୍ଯ୍ୟନ୍ତ ଉଠିବ ଜୁଆର । ଏହାଫଳରେ ବାଲେଶ୍ବର ଭଦ୍ରକର ଖାଲୁଆ ଅଞ୍ଚଳକୁ ପାଣି ମାଡିଯିବ । ତେବେ ବାତ୍ୟାର ପ୍ରଭାବକୁ ନେଇ ଇଟିଭି ଭାରତ ଜରିଆରେ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ର ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ), ଇଟିଭି ଭାରତ