ଓଡିଶା

odisha

ETV Bharat / videos

କଟକରେ କେମିତି ଚାଲିଛି କୋରୋନା ନିୟନ୍ତ୍ରଣ ? ସ୍ବତନ୍ତ୍ର ସାକ୍ଷାତକାରରେ କହିଲେ ଡିସିପି - Corona control going in Cuttack

By

Published : Jul 9, 2020, 7:59 PM IST

କଟକ: ସିଲଭର ସିଟିରେ କୋରୋନା ଆତଙ୍କ । କଟକରେ ବେକାବୁ ହେଉଛି କୋରୋନା । ହୁହୁ ବଢି ଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋଭିଡ ଯୋଦ୍ଧା ସମସ୍ତେ ଆକ୍ରାନ୍ତ ହେଉଛନ୍ତି କିଲର ଭୂତାଣୁରେ । କୋରୋନାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଚେକିଂ ବ୍ୟବସ୍ଥା କୋହଳ କରାଯାଇଛି ।

ABOUT THE AUTHOR

...view details