କଟକରେ ସଂକ୍ରମଣ ରୋକିବାକୁ ପଦକ୍ଷେପ, ଘରକୁ ଘର ସାନିଟାଇଜ୍ ଆରମ୍ଭ - ଘରକୁ ଘର ସାନିଟାଇଜ୍ ଆରମ୍ଭ
କଟକ: ସହରରେ ଆଉ କୋରୋନା ସଂକ୍ରମଣର ବୃଦ୍ଧିକୁ ଲକ୍ଷ୍ୟ କରି ଆଉ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଆଜି ଯାଏଁ ସଟଡାଉନ ବଳବତ୍ତର ଥିବାବେଳେ ଏହାକୁ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେପଟେ ସହରର ପ୍ରତି ସାହି ସାହିରେ ସ୍ବାସ୍ଥ୍ୟକର୍ମୀ ପହଞ୍ଚି ଘରକୁ ଘର ସାନିଟାଇଜ କରୁଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ଅଧକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ନାରାୟଣ ସାହୁ ।