ଓଡିଶା

odisha

ETV Bharat / videos

ଲଘୁଚାପ ଯୋଗୁଁ ପୁରୀରେ ଲଗାଣ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା - ପୁରୀରେ ଲଘୁଚାପ

By

Published : Oct 13, 2020, 7:08 PM IST

ପୁରୀ: ବଙ୍ଗୋପସାଗରରେ ଲଘୁଚାପ ଫଳରେ ଦକ୍ଷିଣ ଓଡ଼ିଶା ସମେତ ପୁରୀ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଭିତରେ ମାଛ ନ ମାରିଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଫଳରେ ପୁରୀର ମତ୍ସ୍ଯଜୀବୀମାନେ ସମୁଦ୍ର ଭିତରକୁ ଯାଇ ନାହାଁନ୍ତି। ସେହିପରି ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଯୋଗୁ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ନେଇ ବାରଣ କରାଯାଇଛି ।

ABOUT THE AUTHOR

...view details