ଓଡିଶା

odisha

ବିଭାଗର ନିର୍ଦ୍ଦେଶରେ ଅଫିସ ଆସିବେ କର୍ମଚାରୀ: ପୋଲିସ କମିଶନର

By

Published : Jul 17, 2020, 8:06 PM IST

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଜରୁରୀକାଳୀନ ବିଭାଗ ତଥା ସ୍ବାସ୍ଥ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବେ । ବିଭାଗ ପକ୍ଷରୁ ଯେଉଁ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବ ସେମାନେ କେବଳ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ABOUT THE AUTHOR

...view details