ଓଡିଶା

odisha

ETV Bharat / videos

ସ୍ବାମୀ ସାମ୍ନାରେ ସ୍ତ୍ରୀ ଠୁ ଝାମ୍ପିନେଲେ ସୁନା ଚେନ - ଝାମ୍ପିନେଲେ ସୁନା ଚେନ

🎬 Watch Now: Feature Video

By

Published : Feb 23, 2021, 6:56 PM IST

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ। ସ୍ବାମୀ ସାମ୍ନାରେ ସ୍ତ୍ରୀ ଠୁ ଝାମ୍ପିନେଲେ ସୁନା ଚେନ। ବେକରେ ମାରଣାସ୍ତ୍ର ଲଗାଇ ନିଳାଦ୍ରୀ ବିହାରର ବୁଶଭାନୁ ଦାସଙ୍କ ପତ୍ନୀ ଶକୁନ୍ତଳା ଦାସଙ୍କ ଠୁ ଝାମ୍ପିଲେ ଚେନ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାରରେ। ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ସୁନା ଚେନ ଝାମ୍ପିବା ପାଇଁ ବେକରେ ଖଣ୍ଡା ଲଗାଇଥିଲେ।

ABOUT THE AUTHOR

...view details