ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦିଆଯିବ କି ଗୁରୁତ୍ୱ? ଜାଣନ୍ତୁ ବ୍ରହ୍ମପୁରରେ କଣ ରହିଛି ପ୍ରତିକ୍ରିୟା...
ବ୍ରହ୍ମପୁର: କୋରୋନା କାଳରେ ଆଗତ ହେବାକୁ ଯାଉଛି ବଜେଟ । ହେଲେ ଏହି ବଜେଟରେ ସ୍ୱାସ୍ଥ୍ୟ ପ୍ରତି କିଭଳି ଗୁରୁତ୍ୱ ଦିଆଯିବ । ମୁଖ୍ୟତଃ କୋଭିଡ ଭଳି ମହାମାରୀ ସମୟରେ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ,ଦେଶରେ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଭଳି ସମୟରେ ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ବଜେଟରେ ସ୍ବତନ୍ତ୍ର ଭାବରେ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି । ସ୍ବାସ୍ଥ୍ୟସେବା ପାଇଁ ଏହି ବଜେଟରେ କିଭଳି ଗୁରୁତ୍ଵ ରହିବାର ଆବଶ୍ୟକତା ରହିଛି ସେ ନେଇ ବ୍ରହ୍ମପୁରରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ