ଓଡିଶା

odisha

By

Published : Dec 5, 2019, 7:52 PM IST

ETV Bharat / videos

ନିଯୁକ୍ତି ପାଇଲେ ବୋର୍ଡର ନୂଆ ସଭାପତି, ଦେଖନ୍ତୁ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

କଟକ: ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ)ର ନୂତନ ସଭାପତି ଭାବେ ଆଜି (ଗୁରୁବାର) ନିଯୁକ୍ତି ପାଇଛନ୍ତି ରାମାସିସ ହଜେରା । ସେ ବୋର୍ଡର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ତାଙ୍କର ନିଯୁକ୍ତି ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

...view details