ଓଡିଶା

odisha

ETV Bharat / videos

ଏସସିବି ନବନିର୍ମାଣ: ଉଚ୍ଛେଦ ପ୍ରକ୍ରିୟାରେ ଧରାଶାୟୀ ମନ୍ଦିର - ଏସସିବି ନବନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

By

Published : Feb 12, 2020, 10:38 PM IST

କଟକ: ଏସସିବି ମେଡିକାଲର ନବନିର୍ମାଣ କାର୍ଯ୍ୟ ପାଇଁ ଆରମ୍ଭ ହେଲା ବ୍ୟାପକ ଉଚ୍ଛେଦ ପ୍ରକ୍ରିୟା। ଏହି କ୍ରମରେ ଆଜି ପ୍ରଥମ ଦିନରେ ୧୦ଟି ମନ୍ଦିର ସହ ୪ଟି କ୍ଲବକୁ ଭଙ୍ଗା ଯାଇଛି। ତେବେ ଏହି ଉଚ୍ଛେଦ ସମୟରେ ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ବିରୋଧ କରି ପିଡବ୍ଲୁଡି କଲୋନୀରେ କିଛି ସମୟ ପାଇଁ ଲାଗି ରହିଥିଲା ଉତ୍ତେଜନା। ସେପଟେ ଉଚ୍ଛେଦ ପରେ ବିସ୍ଥାପିତ ମନ୍ଦିର କମିଟିକୁ ଆଜି ସୁଧା ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୃତି ଦେଇଛି।

ABOUT THE AUTHOR

...view details