‘ମୋ ସରକାର’ କେତେ ସଫଳ ? ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ
ଇଟିଭି ଭାରତ କ୍ୟାମେରା ଲେନ୍ସରେ କଏଦ ହେଲା ରାଜ୍ୟର ସବୁଠାରୁ ବଡ କ୍ୟାନସର ହସ୍ପିଟାଲରେ ରୋଗୀସେବାର ନଗ୍ନ ଦୃଶ୍ୟ । ମାତ୍ର ହସ୍ପିଟାଲ ପରିଦର୍ଶନରେ ଯାଇ ସବୁକିଛି ଠିକ ଥିବା କହିଛନ୍ତି ସରକାରୀ ଅଧିକାରୀ । ଦେଖନ୍ତୁ ପୂରା ଖବର...