ଓଡିଶା

odisha

ETV Bharat / videos

ଡିଜିଟାଲ ଡାଏଲଗରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ - ବିଧାୟକ ମହମ୍ମଦ ମୋକିମ୍‌

🎬 Watch Now: Feature Video

By

Published : Jan 30, 2021, 10:53 AM IST

ଭୁବନେଶ୍ବର: ଡିଜିଟାଲ ଡାଏଲଗରେ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ । ବିଭିନ୍ନ ପ୍ରସଙ୍ଗରେ ରଖିଲେ ସିଧାସଳଖ ମତ । ଛାତ୍ର ରାଜନୀତିରୁ ବିଧାୟକ ହେବାର ଯାତ୍ରା ବଖାଣିଲେ ବିଧାୟକ । କଟକ ଲୋକ ଆମକୁ ଗ୍ରହଣ କରିଛନ୍ତି । 35 ବର୍ଷ ପରେ ବିଧାୟକ କରାଇଛନ୍ତି । ପରିଶ୍ରମ ଜାରି ରହିଲେ ଆଗକୁ ବଢିହେବ ବୋଲି କହିଲେ କଟକ-ବାରବାଟୀ ବିଧାୟକ । ସେହିପରି ନେତୃତ୍ବକୁ ନେଇ ସମୟ ଆସିଲେ ଚିନ୍ତା କରିବୁ ବୋଲି ମଧ୍ୟ କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍‌ । ସାକ୍ଷାତକାର ବ୍ୟୁରୋ ଚିଫ୍‌ (ରୁଦ୍ର ନାରାୟଣ ଦାସ)

ABOUT THE AUTHOR

...view details