ଓଡିଶା

odisha

ETV Bharat / videos

କୁକୁର ପାଟିରେ ନବଜାତ ଶିଶୁର ମୃତଦେହ, ଭିଡିଓ ଭାଇରାଲ - ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ

By

Published : Jul 4, 2020, 7:28 PM IST

ବ୍ରହ୍ମପୁର: କୁକୁର ପାଟିରେ ମୃତ ନବଜାତ ଶିଶୁର ମୃତଦେହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ପରିସରରେ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ନିକଟରୁ ଏକ ବୁଲା କୁକୁର ନିଜ ପାଟିରେ ଏକ ନବଜାତ ଶିଶୁର ମୃତଦେହ ଧରି ଦୌଡୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନର କୋରୋନା ସଟଡାଉନ ସମୟରେ ମେଡିକାଲ ପରିସରରେ ସେଭଳି ଭିଡ ନଥିବା ପାଟିରେ ମୃତ ଶିଶୁର ମୃତଦେହକୁ ଧରି ଏଣେ ତେଣେ ଦୌଡୁଥିବା ସହ ମେଡିକାଲର କାଜୁଆଲଟି ପରିସରକୁ ଯାଉଥିବା ଭିଡିଓ ଦେଖାଯାଇଛି ।

ABOUT THE AUTHOR

...view details