ଓଡିଶା

odisha

By

Published : Oct 14, 2020, 1:11 PM IST

ETV Bharat / videos

କଟକ ନାବାଳିକା ଗଣଦୁଷ୍କର୍ମ ମାମଲା: ଜଣଙ୍କୁ ଗିରଫ କଲା ପୋଲିସ

କଟକ: ସିଲଭର ସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଚାଉଳିଆଗଞ୍ଜ ଥାନାରେ ଏନେଇ ମମାଲା ରୁଜୁ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଆଉ ଜଣେ ଅଭିଯୁକ୍ତ (ସଂପୃକ୍ତ ବ୍ୟକ୍ତିର ସାଙ୍ଗ)କୁ ଚାଲିଛି ଖୋଜା । ଏଥିପାଇଁ ଏକ ଟିମ ଗଠନ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ABOUT THE AUTHOR

...view details