ଓଡିଶା

odisha

ଡ୍ୟାନ୍ସ ବାର୍‌କୁ ନାହିଁ କୋରୋନା ଡର !

By

Published : Mar 14, 2020, 7:47 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ହୋଇଯାଇଥିବାବେଳେ ଡ୍ୟାନ୍ସ ବାର ଗୁଡିକରେ କୋରୋନା ଜନିତ କୌଣସି ସରକାରୀ ନିର୍ଦ୍ଦେଶାନାମା ନଥିବାକୁ ନେଇ ଚର୍ଚ୍ଚା । ଯାହାକୁ ନେଇ ଡ୍ୟାନ୍ସ ବାରକୁ କୋରୋନା ଆସିପାରିବନି କି ବୋଲି ମଧ୍ୟ ସାଧାରଣରେ ଉଠୁଛି ପ୍ରଶ୍ନ ।

ABOUT THE AUTHOR

...view details