ଓଡିଶା

odisha

ETV Bharat / videos

କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ SCB - Cuttack

By

Published : Mar 14, 2020, 7:29 PM IST

କଟକ: ମହାମାରୀ କୋରୋନା ଭାଇରସକୁ ନେଇ ଭୟବିତ ବିଶ୍ବ । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ 80ରୁ ଅଧିକ ଲୋକ ଭାରତରେ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 2 ଜଣଙ୍କର ମୃତ୍ୟ ହୋଇଛି ।

ABOUT THE AUTHOR

...view details