ଓଡିଶା

odisha

ETV Bharat / videos

କର୍ମୀଙ୍କ ସହ ନୂଆବର୍ଷ ପାଳିଲେ ସୁର - ସୁର ରାଉତଙ୍କ ଶୁଭେଚ୍ଛା

By

Published : Jan 1, 2022, 8:54 PM IST

ଭୁବନେଶ୍ବର: କର୍ମୀଙ୍କ ଗହଣରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନବ ବର୍ଷ ପାଳିଲେ । କୋଭିଡ ସମୟରେ ସମସ୍ତେ ସୁସ୍ଥ ରୁହନ୍ତୁ, କୋଭିଡ କଟକଣା ମାନି ଚାଲିବାକୁ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସୁର । ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ବୋଲି ସୁର ପ୍ରାର୍ଥନା କରିଛନ୍ତି।

ABOUT THE AUTHOR

...view details