ଓଡିଶା

odisha

ETV Bharat / videos

ରାମଦେବଙ୍କୁ ମିଛୁଆ ଟାଉଟର କହିଲେ ସୁର, ଗିରଫ ପାଇଁ କଲେ ଦାବି - ସୁର ରାଉତରାଯ

By

Published : May 30, 2021, 10:49 PM IST

ଭୁବନେଶ୍ବର: ଏଲୋପାଥିକୁ ନେଇ ବୟାନ ଦେଇ ବିବାଦ ଘେରରେ ଥିବା ଯୋଗଗୁରୁ ବାବା ରାମଦେବଙ୍କୁ କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ରାଉତରାୟଙ୍କ କଟାକ୍ଷ । ରାମଦେବଙ୍କୁ ମିଛ, ଚୋର, ଟାଉଟର କହିଲେ ସୁର । ଏହା ସହ ରାମଦେବଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୁର । ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details