ଓଡିଶା

odisha

କେନାଲ ଭିତରକୁ ପଶିଗଲା କାର, ୩ ମୃତ

By

Published : Oct 17, 2020, 7:14 PM IST

କଟକ : ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା । ରାସ୍ତା କଡ କେନାଲ ଭିତରକୁ ପଶିଗଲା କାର। ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ହେଉଛନ୍ତି ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ। ଅନ୍ୟ ଦୁଇ ଜଣ ଗୌତମ ଦାସ ଓ ପ୍ରନିତ ମଧୁପତି ।

ABOUT THE AUTHOR

...view details