ଓଡିଶା

odisha

ETV Bharat / videos

ବ୍ରହ୍ମପୁର ଲକଡାଉନ, ସୁରକ୍ଷା ବ୍ୟବସ୍ଥା କଡାକଡି - brahmapur lockdown due to coronavirus

By

Published : Jul 24, 2020, 2:28 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ଜାରି ରହିଛି ଲକ ଡାଉନ । ଫଳରେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଘନ ଘନ ଚେକିଂ କରାଯିବା ସହ ଅଯଥା କାମରେ ବାହାରେ ବୁଲାବୁଲି କରୁ ଥିବା ଲୋକଙ୍କ ଠାରୁ ଫାଇନ କାଟୁଛି ପୋଲିସ । ଏହା ସହ ଅମାନିଆଙ୍କୁ ମଧ୍ୟ ସାବାଡ କରୁଛି। ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details