ଓଡିଶା

odisha

ETV Bharat / videos

ମହାଶିବରାତ୍ରୀକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ବିଜେପି ସଭାପତି... - Mahasivaratri

By

Published : Mar 11, 2021, 1:05 PM IST

ଭୁବନେଶ୍ବର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ତେବେ ଚଳିତ ବର୍ଷ କିପରି ରହିଛି ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସେନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ ।

ABOUT THE AUTHOR

...view details