ଦେଶରେ ଅଧିକ ଫାଷ୍ଟଟ୍ରାକ କୋର୍ଟ କରିବାକୁ ରାଜ୍ୟସଭାରେ ଦାବି
ନୂଆଦିଲ୍ଲୀ: ଦେଶରେ ଅଧିକ ଫାଷ୍ଟଟ୍ରାକ କୋର୍ଟ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦେଶରେ ଦୁଷ୍କର୍ମ ଓ ନାବାଳିକା ଦୁଷ୍କର୍ମ ଅଧିକ ହେଉଥିବାରୁ ଏହାକୁ ରୋକିବା ଉଦ୍ଦେଶ୍ୟରେ ଫାଷ୍ଟଟ୍ରାକ କୋର୍ଟ କରିବାକୁ ସେ କହିଛନ୍ତି ।