ଦ୍ବାରଶୁଣୀ ଘାଟିରେ 4 ଲେନ ବିଶିଷ୍ଟ ରାସ୍ତା କରିବାକୁ ଦାବି - ପାର୍ଲାମେଣ୍ଟରେ ଓଡିଶାର ପ୍ରଶ୍ନ
ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲାର ଦ୍ବାରଶୁଣୀ ଘାଟିରେ 4 ଲେନ ରାସ୍ତା କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ଏହା ସହ ଏହି ଘାଟିଟି 10 କିମି ଯାଏ ଥିବାବେଳେ ଏଠାରେ 4 ଲେନ ରାସ୍ତା ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି ।