ଓଡିଶା

odisha

ବ୍ୟାଙ୍କ ଶିଳ୍ପର ଘରୋଇକରଣ ବିରୋଧରେ ବ୍ରହ୍ମପୁରରେ ଦୁଇଦିନିଆ ଧର୍ମଘଟ

By

Published : Mar 18, 2021, 7:14 PM IST

ବ୍ରହ୍ମପୁର: ସାରା ଦେଶରେ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ ସଂଗଠନ ଗୁଡିକ ଦୁଇଦିନିଆ ଧର୍ମଘଟ ଡାକରା ଦେଇଛନ୍ତି । ଏହି ଧର୍ମଘଟ ବ୍ରହ୍ମପୁରରେ ମଧ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ସରକାରୀ ବ୍ୟାଙ୍କଗୁଡିକୁ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଜୋରଦାର ବିରୋଧ କରିଛନ୍ତି ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

...view details