ବିଧାନସଭା ପ୍ରଶ୍ନକାଳ ବର୍ଜନ କଲା ବିଜେପି - ଗୃହ ତ୍ୟାଗ
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାରି ରହିଛି ସ୍ମିତାରାଣୀ ଝଡ । ଶନିବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧି ବିଜେପି ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ବେ ସେମାନେ ଗୃହକାର୍ଯ୍ୟରେ ସହଯୋଗ କରିନଥିଲେ।