ଓଡିଶା

odisha

ETV Bharat / videos

କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସଭାରେ ପ୍ରଶଂସା କଲେ ଅମର ପଟ୍ଟନାୟକ

By

Published : Feb 10, 2021, 5:19 PM IST

ନୂଆଦିଲ୍ଲୀ: କୋରୋନା ପରିଚାଳନାକୁ ନେଇ ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସାଂସଦ ପଟ୍ଟାନାୟକ କହିଛନ୍ତି, କୋରୋନା ମହାମାରୀ ସମୟରେ ଖାଦ୍ୟ ସୁରକ୍ଷା ଆଇନ ସହିତ ଯୋଡି ହୋଇଥିବା 94 ଲକ୍ଷ ଗରିବ ପରିବାରକୁ 1000 ଟଙ୍କା ଲେଖାଏଁ ସହାୟତା ଅର୍ଥ ଘୋଷଣା କରାଯାଇଥିଲା । 4 ମାସ ଯାଏଁ 48 ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ପେନସନ ଦିଆଯାଇଛି । ନିର୍ମାଣ ଶ୍ରମକଙ୍କୁ 1500 ଟଙ୍କା ଦିଆଯାଇଛି । ସେହିପରି ପ୍ରିମାଟ୍ରିକ ଛାତ୍ରବୃତ୍ତି ମଧ୍ୟ ଆଗୁଆ ପ୍ରଦାନ କରାଯାଇଥିବା କହିଛନ୍ତି ଅମର ପଟ୍ଟନାୟକ ।

ABOUT THE AUTHOR

...view details