Panchayat Takkar: ବିକାଶ ନାରା ଦେଇ ବାଲିପୁଟ ପ୍ରାର୍ଥୀ ମାଗୁଛନ୍ତି ଭୋଟ୍ - ବାଲିପୁଟ ପଞ୍ଚାୟତରେ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର
ପୁରୀ: ପଞ୍ଚାୟତ ନିର୍ବାଚନ ନେଇ ଜୋରସୋର ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର। ଜନକଲ୍ୟାଣ ପ୍ରତିଶୃତି ଦେଇ ଜନତାଙ୍କୁ ଆକୃଷ୍ଟ କରିବାରେ ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି। ପୁରୀ ସଦର ବ୍ଳକ ବାଲିପୁଟ ପଞ୍ଚାୟତରେ ଆସନ ହାତେଇବା ପାଇଁ ଚାଲିଛି ହେଭିୱେଟ ପ୍ରଚାର। ପଞ୍ଚାୟତର ମୌଳିକ ସମସ୍ୟା ସମାଧାନ କରିବାକୁ ମୂଳ ଲକ୍ଷ୍ୟ କରି ପ୍ରାର୍ଥୀମାନେ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଚାରର ଟକ୍କର ଦେଖିବାକୁ ମିଳିଛି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:11 PM IST