ଓଡିଶା

odisha

ETV Bharat / videos

ଦୟାକରି ପିଆଜ ମାଗି ଅପଦସ୍ତ କରନ୍ତୁ ନାହିଁ, ଗ୍ରାହକଙ୍କୁ ହୋଟେଲର ଗୁହାରୀ - ମହଙ୍ଗା ପିଆଜ

By

Published : Dec 13, 2019, 3:24 PM IST

ବାରଣାସୀ: ଖାଇବା ଥାଳିକୁ ସ୍ବାଦହୀନ କରିଦେଲାଣି ମହଙ୍ଗା ପିଆଜ। ସାଧାରଣ ଲୋକଙ୍କ ରୋଷେଇଶାଳଠୁ ଆରମ୍ଭ କରି ଛୋଟ ବଡ ହୋଟେଲ, ସବୁଠି ଗାଏବ ପିଆଜ । ବାରଣାସୀର କିଛି ହୋଟେଲର ଏହାକୁ ନଜରରେ ରଖି ରୋଚକପୂର୍ଣ୍ଣ ପଦକ୍ଷେପ ଉଠାଇଛି । ହୋଲେଟ ଏଣ୍ଟ୍ରାନ୍ସ ଏବଂ କାନ୍ଥରେ ପୋଷ୍ଟର ମାରି ଅନୁରୋଧ କରିଛନ୍ତି ପିଆଜ ମାଗି ଅପଦସ୍ତ କରନ୍ତୁ ନାହିଁ। ବଦଳରେ ମୂଳାର ବ୍ୟବହାର କରନ୍ତୁ ବୋଲି ଲେଖାଯାଇଛି। ଦେଖନ୍ତୁ ବିଶେଷ ରିପୋର୍ଟ ...

ABOUT THE AUTHOR

...view details