ଓଡିଶା

odisha

ETV Bharat / videos

ରମଜାନ ମାସରେ ଖାଁ ଖାଁ ବଜାର, ଜିନିଷ ଅଛି ହେଲେ କିଣିବାକୁ ଟଙ୍କା ନାହିଁ - ramzan

By

Published : May 15, 2019, 4:27 PM IST

ହାଇଦ୍ରାବାଦ: ଚାଲିଛି ମୁସଲିମ ସମ୍ପ୍ରଦାୟଙ୍କ ପବିତ୍ର ମାସ ରମଜାନ । ଭଳିକି ଭଳି ଖାଇବାଠୁ ନେଇ ପୋଷାକ ଦୋକାନରେ ବି ଭର୍ତ୍ତି ଜିନିଷ । ହେଲେ କିଣିବାକୁ କ୍ରେତା ନାହାନ୍ତି । ବେକାରୀ ଓ ମୁଦ୍ରାସ୍ପୀତି ଯୋଗୁଁ ବଜାର ଶୂନଶାନ । ଗୋଟିଏ ଶସ୍ତା ଲାଇଟଟିଏ କିଣିବାକୁ ଲୋକ ଅସମର୍ଥ । ପେଟ ପାଇଁ କେବଳ ମୁଠାଏ ଖାଇବାକୁ ବଞ୍ଚାଉଛନ୍ତି ଟଙ୍କା ।

For All Latest Updates

ABOUT THE AUTHOR

...view details