ଓଡିଶା

odisha

By

Published : Oct 6, 2020, 6:03 PM IST

ETV Bharat / videos

ମାର୍କେଟ ଅପଡେଟ: 39 ହଜାର ଡେଇଁଲା ସେନସେକ୍ସ, ତେଲ ଦାମ ସ୍ଥିର

ମୁମ୍ବାଇ: ମଜବୁତ ବୈଶ୍ବିକ ସଙ୍କେତ ମଧ୍ୟରେ ଭାରତୀୟ ସେୟାର ବଜାର ମଙ୍ଗଳବାର ଉପରମୁହାଁ ରହିଛି । କାରବାର ମଧ୍ୟରେ ଉଛୁଳିଛି ସେନସେକ୍ସ ଓ ନିପ୍ଟି ମଧ୍ୟ ପ୍ରଫିଟରେ ରହିଛି । ମଙ୍ଗଳବାର ବିଏସଇ ସେନସେକ୍ସ 600 ପଏଣ୍ଟପର ଲମ୍ଫ ସହ 39,500 ପଏଣ୍ଟ ପାର କରିଥିଲା ବେଳେ ନିଫ୍ଟି 159 ପଏଣ୍ଟ ବୃଦ୍ଧି ସହ 11,662.40ରେ ବନ୍ଦ ହୋଇଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details